Jump to content

ଗ୍ରାମବାସୀ

ଉଇକିଅଭିଧାନ‌ରୁ

ଗ୍ରାମବାସୀ

ଉଚ୍ଚାରଣ

[ସମ୍ପାଦନା]
(ଗ୍ରାମବାସିନୀ—ସ୍ତ୍ରୀ) 

(ଗ୍ରାମେବାସୀ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ଉପପଦ ତତ୍ ପୁରୁଷ=ଗ୍ରାମ+ବସ୍ ଧାତୁ. ଇନ୍)

[ସମ୍ପାଦନା]

ଗ୍ରାମରେ ବାସ କରିବା ବ୍ୟକ୍ତି — Inhabitant of a village; a villager.

ବିଶେଷଣ -

[ସମ୍ପାଦନା]
୧. ଗାଉଁଲି; ଗାଁରେ ରହିବା ବାଲା —୧. Rustic; inhabiting a village.
୨. ପୋଷା; ପାଳିତ (ଜୀବ) — ୨. Domesticated; tame (animal) (M.W.)