ଗ୍ରାମମେଳ
ଦେଖଣା
ଗ୍ରାମମେଳ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରାମ+ମିଳନ)
[ସମ୍ପାଦନା]- ୧. ଗ୍ରାମସ୍ଥ ସାଧାରଣଙ୍କ ମଧ୍ୟରେ କରାଯିବା ଏକି ବିଚାର — ୧. Unanimity of voice amongst all the villagers.
- ୨. ସମସ୍ତ ଗ୍ରାମବାସୀମାନେ ସମ୍ମିଳିତ ହୋଇ କରିବା ସଭା — ୨. A meeting of all the villagers; a village gathering.
- ୩. ସବୁ ଗ୍ରାମବାସୀମାନଙ୍କ ମଧ୍ୟରେ ଦଳାଦଳି ବା ବିବାଦର ଅଭାବ —୩. Absence of affection amongst the villagers.