Jump to content

ଗ୍ରାମରଥ୍ୟା

ଉଇକିଅଭିଧାନ‌ରୁ

ଗ୍ରାମରଥ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+ରଥ୍ୟା)

[ସମ୍ପାଦନା]
୧. ଗାଁଆଦାଣ୍ଡ; ଗ୍ରାମ ମଧ୍ୟଦେଇ ପଡ଼ିଥିବା ରାସ୍ତା — ୧. A village street.
୨. କୌଣସି ଗ୍ରାମକୁ ପଡ଼ିଥିବା ରାସ୍ତା —୨. A village road; a road leading to a village.