ଗ୍ରାମସଙ୍କର
ଗ୍ରାମର ସବୁ ଅଂଶର ବର୍ଷାପାଣି ବା ମଇଳା ପାଣି ବୋହି ଯିବାର ନଳା; ଗ୍ରାମଧୋଓରା ବୋହିଯିବାର ପହଣୀ — The common sewer or drain of a village.