ଗ୍ରାମସଭାକ୍ଷତ
ଦେଖଣା
ଗ୍ରାମସଭାକ୍ଷତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଗ୍ରାମବାସୀ କୌଣସି ବ୍ୟକ୍ତିଙ୍କ ଘରେ ବିବାହ ବ୍ରତାଦି ଅନୁଷ୍ଠାନ ଉପଲକ୍ଷରେ ତାଙ୍କଦ୍ୱାରା ଗ୍ରାମର ସାଧାରଣ ଫଣ୍ଡକୁ ଦେୟ ନିର୍ଦ୍ଧଷ୍ଟ ଧନ —Fees paid to the common fund of the village on the occasion of marriage and other festivals by the master of the house.