Jump to content

ଗ୍ରାମସ୍ଥ

ଉଇକିଅଭିଧାନ‌ରୁ

ଗ୍ରାମସ୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରାମ+ସ୍ଥି ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗ୍ରାମରେ ବାସ କରୁଥିବା —୧. Residing in a village; village resident.
୨. ଗ୍ରାମ ସମ୍ୱନ୍ଧୀୟ —୨. Pertaining to a village.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗ୍ରାମ —A village (Wilson)