Jump to content

ଗ୍ରାମାନ୍ତ

ଉଇକିଅଭିଧାନ‌ରୁ

ଗ୍ରାମାନ୍ତ

ଉଚ୍ଚାରଣ

[ସମ୍ପାଦନା]

(ଗ୍ରାମାନ୍ତୀୟ—ବିଣ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗ୍ରାମ+ଅନ୍ତ)

[ସମ୍ପାଦନା]
୧. ଗ୍ରାମର ଶେଷଭାଗ — ୧. One extremity of the village.
୨. ଗ୍ରାମର ବହିର୍ଭାଗ —୨. Outskirts of a village.
୩. ଗ୍ରାମର ସୀମା —୩. Village-boundary.