Jump to content

ଗ୍ରାମାରଣ୍ୟ

ଉଇକିଅଭିଧାନ‌ରୁ

ଗ୍ରାମାରଣ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍; ଗ୍ରାମ+ଅରଣ୍ୟ)— ଗ୍ରାମବାସୀମାନଙ୍କ ବ୍ୟବହୃତ ଜଙ୍ଗଲ; ଗ୍ରାମବାସୀଙ୍କ ବ୍ୟବହାରପାଇଁ ବ୍ୟବହୃତ ଜଙ୍ଗଲ; —୧. A jungle used by the village communities.
୨. (ଦ୍ୱନ୍ଦ୍ୱ) ଗ୍ରାମ ଓ ବନ —୨. Village and forest.