ଗ୍ରାମିକ
ଦେଖଣା
ଗ୍ରାମିକ
ଉଚ୍ଚାରଣ
[ସମ୍ପାଦନା](ଗ୍ରାମିକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଗ୍ରାମ+ରକ୍ଷଣାର୍ଥେ. ଇକ)
[ସମ୍ପାଦନା]- ୧. ଗ୍ରାମର ରକ୍ଷକ — ୧. The protector of a village.
- ୨. ଗ୍ରାମର ଅଧିପତି ବା ରାଜା — ୨. Landlord of a village; a village-chief.
- ୩. ଗ୍ରାମର ପହରାବଲା; ଗ୍ରାମ ଚଉକିଆ — ୩. Village-watchman, village-chowkidar.
- ୪. ଗ୍ରାମର ପହରାବାଲା; ଗାମ ଚଉକିଆ — ୩. Village-atchman, village;-chowkidar.
- ୪. ଗ୍ରାମର ପ୍ରଧାନବ୍ୟକ୍ତି; ପଧାନ — ୪. Headman of a village.
- ୫. ମୈଥୁନ —୫. Cohabitation; sexual intercourse.
ଗ୍ରାମିକ ନାମେ ଯେ ବିଷୟ ଯାହାକୁ ବୋଲିଟି ବ୍ୟବାୟ—ଜଗନ୍ନାଥ. ଭାଗବତ
ବିଶେଷଣ -
[ସମ୍ପାଦନା]- ୧. ଗ୍ରାସସମ୍ୱନ୍ଧୀୟ —୧. Relating to a village.
- ୨. ମଫସଲିଆ —୨. A rustic.
- ୩. ଅଭଦ୍ର —୩. Rude.
- ୪. (ସଙ୍ଗୀତ) ସ୍ୱରଗ୍ରାମସମ୍ୱନ୍ଧୀୟ — ୪. (music) Chromatic.
- ୫. ଗ୍ରାମବାସୀ —୫. A villager (M.W.)