Jump to content

ଗ୍ରାମୀୟ

ଉଇକିଅଭିଧାନ‌ରୁ

ଗ୍ରାମୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରାମ+ଈୟ)

[ସମ୍ପାଦନା]
୧. ଗ୍ରାମସମ୍ୱନ୍ଧୀୟ — ୧. Relating to a village rustic.
୨. ଅଭ୍ରଦ —୨. Churlish; rude; boorish.