ଗ୍ରାମ୍ୟକର୍ମ
ଦେଖଣା
ଗ୍ରାମ୍ୟକର୍ମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗ୍ରାମ୍ୟ+ କର୍ମ)
[ସମ୍ପାଦନା]- ୧. ମୈଥୁନ — ୧. Sexual intercourse; copulation.
[ଦ୍ରଷ୍ଟବ୍ୟ —ଅରଣ୍ୟଚାରୀ ବା ସନ୍ନ୍ୟାସୀଙ୍କ କର୍ମର ବିପରୀତ ଗ୍ରାମ୍ୟ— କର୍ମରୁ ମୈଥୁନ ଅର୍ଥ ଆସିଅଛି]
- ୨. ମଫସଲି ରସିକତା — ୨. Amorous dalliance.
- ୩. ଗୃହସ୍ଥଧର୍ମ —୩. A householder's avocations.
- ୪. ଦାମ୍ପତ୍ୟ ଧର୍ମ; ସ୍ତ୍ରୀ ସଙ୍ଗମ —୪. Conjugal intercourse; intercourse with one's wife.