Jump to content

ଗ୍ରାମ୍ୟଜନ୍ତୁ

ଉଇକିଅଭିଧାନ‌ରୁ

ଗ୍ରାମ୍ୟଜନ୍ତୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗ୍ରାମ୍ୟ+ ଜନ୍ତୁ)

[ସମ୍ପାଦନା]
୧. ଗୃହପାଳିତ ପଶୁ; ପୋଷାଜୀବ — ୧. Domesticated or tame animals or beasts.
୨. ଗୋମୋଷାଦି —୨. Village cattle.

[ଦ୍ରଷ୍ଟବ୍ୟ —ଶାସ୍ତ୍ରମତେ ଗ୍ରାମ୍ୟଜନ୍ତୁ ୭ ଗୋଟି ଯଥା—ଗୋ, ମେଷ, ଛାଗ, ଅଶ୍ୱ, ଅଶ୍ୱତର, ଗର୍ଦ୍ଦଭ, ମାର୍ଜାର]