ଗ୍ରାସ
ଦେଖଣା
ଗ୍ରାସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗ୍ରସ୍ ଧାତୁ+ କର୍ମ. ଅ)
[ସମ୍ପାଦନା]- ୧. ପାଟିଦ୍ୱାରା କାମୁଡ଼ି ନିଆଯିବା ଖାଦ୍ୟର ଅଂଶ — ୧. A morsel of food taken at one bite.
- ୨. ମୁଖ ଥରକେ ପୂରିବା ଅନ୍ନପିଣ୍ଡ; କବଳ; ଗୁଣ୍ଡାଏ — ୨. Mouthful; morsel.
- ୩. ଖାଦ୍ୟ —୩. Food.
- ୪. (+ ଭାବ. ଅ)—ଭକ୍ଷଣ; ଭୋଜନ —୪. Eating
ତାହା କାରବାର କରି ମୋ ପେଟ ଗ୍ରାସ ଯେତେକ ହେବ ତାହା କରିବି ନରେଶ କୃଷ୍ଣସିଂହ. ମହାଭାରତ. ବିରାଟ
- ୫. ଗିଳିବା; ଗଳାଧଃକରଣ — ୫. Devouring; swallowing.
- ୬. ଘୋଡ଼ାଇବା; ଆଚ୍ଛାଦନ — ୬. Covering; overshadowing.
- ୭. ସୂର୍ଯ୍ୟ ଚନ୍ଦ୍ରାଦିଙ୍କ ଗ୍ରହଣ —୭. Eclipse.
- ୮. ଉଚ୍ଚାରଣଦୋଷ; ଉଚ୍ଚାରଣବେଳେ କୌଣସି ଶବ୍ଦ ବା ଅକ୍ଷରକୁ ଉଚ୍ଚାରଣ ନ କରିବା —୮. Slurring; indistinct pronunciation of word or letter.
- ୯. ଗ୍ରହଣ କାଳରେ ଛାୟାଦ୍ୱାରା ଆଚ୍ଛାଦିତ ସୂର୍ଯ୍ୟ ବା ଚନ୍ଦ୍ରଙ୍କ ଅଂଶ —୯. Part of the sun or moon eclipsed.
- ୧. (ଜ୍ୟାମିତି) ଦୁଇଟି ବୃତ୍ତ ପରସ୍ପରକୁ କାଟିବାଦ୍ୱାରା ଆଚ୍ଛାଦିତ ଖଣ୍ଡ —୧୦. (geom.) A piece out off by the intersection of any two circles.
୧୧: ଧରିବା କର୍ମ (ହିନ୍ଦୀ - ଶବ୍ଦସାଗର); ଗିରଫ — ୧୧. Seizure; arrest.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୂର୍ଣ୍ଣ ଭୋଜନ —One's fill.