Jump to content

ଗ୍ରାସଚ୍ଛାଦନ

ଉଇକିଅଭିଧାନ‌ରୁ

ଗ୍ରାସଚ୍ଛାଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଗ୍ରାସ+ଆଚ୍ଛାଦନ)

[ସମ୍ପାଦନା]
୧. ଭୋଜନ ଓ ପରିଧାନ; ଅନ୍ନବସ୍ତ୍ର — ୧. Food and raiment; fooding and elothing.
୨. ଖୋରାକପୋଷାକ —୨. Maintenance.