Jump to content

ଗ୍ରାସଶଲ୍ୟ

ଉଇକିଅଭିଧାନ‌ରୁ

ଗ୍ରାସଶଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ.; ଗ୍ରାସ ସମୟରେ କଣ୍ଠଗତି ଶଲ୍ୟ)

[ସମ୍ପାଦନା]
୧. ଖାଦ୍ୟ ଖାଇବା ସମୟରେ ତଣ୍ଟିରେ ଲାଗିଯିବା ଟାଣୁଆ ବସ୍ତୁ —୧. Hard substance lodged in or stuck in the throat durring meal.
୨. ଖାଦ୍ୟ କବଳ ମଧ୍ୟରେ ଥିବା ସତ୍ସ୍ୟାଦିର କଣ୍ଟା — ୨. A bit of bone of fish or meat in a mouthful of food.