ଗ୍ରାସିତ
ଦେଖଣା
ଗ୍ରାସିତ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରସ୍ତ)
[ସମ୍ପାଦନା]- ୧. ଭକ୍ଷିତ — ୧. Swallowed up.
- ୨. ଗ୍ରସ୍ତ —୨. Overpowered.
(ଯଥା—ଣିଜନ୍ତି ଗ୍ରସ୍ ଧାତୁରୁ ସଂସ୍କୃତ କର୍ମବାଚ୍ୟରେ 'ତ' ପ୍ରତ୍ୟୟ ହେଲେ 'ଗ୍ରାସିତ' ଶବ୍ଦ ମଧ୍ୟ ନିଷ୍ପନ୍ନ ହୁଏ, ମାତ୍ର ଓଡ଼ିଆରେ 'ଗ୍ରସ୍ତ' ଅର୍ଥରେ ଗ୍ରାସିତ ଶବ୍ଦର ପ୍ରୟୋଗ ଦେଶଜ)
୧+୨: ବୋଲେ ବିଚାର ତିମିରେ ଜଗତ ଗ୍ରାସିତ ବିଚିତ୍ର ମିଜ ତିମିରେ ଗ୍ରାସିତ ପର୍ବତ ଭଞ୍ଜ. ବୈଦେହୀଶବଳାସ