ଗ୍ରାସେ
ଏକ ଗ୍ରାସ; ଉଦରପୂର୍ଣ୍ଣ ଭୋଜନ — A bellyful of food.
(ଯଥା—ମୁଁ ଆଜି ଖିରିପିଠା ଗ୍ରାସେ ଖାଇଲି)
ଉଦରପୂର୍ଣ୍ଣ —Bellyful of.