ଗ୍ରାସ ଚଳିବା
(ବ୍ୟଙ୍ଗ) ଭୋଜନ କ୍ରିୟା ସମ୍ପାଦନ — (ironical) The continuance of one's feeding.
(ଯଥା—ପୁଅ ରୋଜଗାର କରିବାରୁ ବଂଶଟାଯାକ ସମସ୍ତଙ୍କର ଗ୍ରାମ ଚଳୁଛି)