ଗ୍ରାହକ
ଦେଖଣା
ଗ୍ରାହକ
ଉଚ୍ଚାରଣ
[ସମ୍ପାଦନା](ଗ୍ରାହିକା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଂ. (ଗ୍ରହ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଗ୍ରହଣକାରୀ — ୧. Acceptor; taker; receiver; arrester.
- ୨. ବିଷଚିକିତ୍ସକ — ୨. Curer of poison.
- ୩. କ୍ରେତା; ଗରାଖ; ଖରିଦ୍ଦାର୍ — ୩. Buyar; purchaser.
- ୪. ପୁଲିସ କର୍ମଚାରୀ (ଯେ ଅପରାଧୀକୁ ଗିରଫ କରନ୍ତି) — ୪. A police officer (who arrests culprits)
- ୫. ଶ୍ୟେନ; ବାଜ —୫. Faloon; hawk.
- ୬. ସାପୁଆ —୬. Snake-catcher.
- ୭. ରକ୍ଷୀ; ଜଗୁଆଳି —୭. Watchman; guard.
- ୮. ଏକପ୍ରକାର ଶାଗ (ହିନ୍ଦୀ - ଶବ୍ଦସାଗର) — ୮. A kind of pot-herb.
- ୯. ଯେଉଁ ଔଷଧ ସେବନ କଲେ ପତଳା ଝାଡ଼ା ବନ୍ଦ ହୋଇ ମଳ ବାନ୍ଧି ହୁଏ —୯. A medicine which stops loose stools.
- ୧. ଯେ ସଂବାଦପତ୍ର ଗ୍ରହଣ କରେ — ୧୦. Subscriber to a newspaper.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଗ୍ରହଣକାରୀ — Accepting; seizing; grasping.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ହୃଦୟବାନ୍ —୧. Magnanimous.
- ୨. ରସିକ —୨. Witty; appreciative.