Jump to content

ଗ୍ରାହା

ଉଇକିଅଭିଧାନ‌ରୁ

ଗ୍ରାହା

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଗ୍ରାହ)

[ସମ୍ପାଦନା]

କୁମ୍ୱୀର —Crocodile.

ପାଣ୍ଡବସୈନ୍ୟ ସିନ୍ଧୂ ମଧ୍ୟେ ଗ୍ରାହା ପରି, ପଶି ଯୋଦ୍ଧା ମତ୍ସ୍ୟକୁ ଦେଲେ ଗ୍ରାସ କରି କୃଷ୍ଣସିଂହ. ମହାଭାରତ. ଦ୍ରୋଣପର୍ବ



ଉଚ୍ଚାରଣ

[ସମ୍ପାଦନା]

$1

  • (file)
  • (file)