ଗ୍ରାହିଯ୍ୟ କରିବା
ଦେଖଣା
ଗ୍ରାହିଯ୍ୟ କରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାହିଯ୍ୟ କରିବା
|
ଗ୍ରାମ୍ୟ - କ୍ରି. (ସଂସ୍କୃତ - ଗ୍ରାହ୍ୟ+କୃ ଧାତୁ)
[ସମ୍ପାଦନା]- ୧. ଗଣନାରେ ଆଣିବା —୧. To look or treat with regard or respect.
- ୨. ଖାତିରି କରିବା —୨. To care; to count.
- ୩. ମଞ୍ଜୁର କରିବା —୩. To grant.
- ୪. କଥା ମାନିବା —୪. To obey.
- ୫. ଅନୁ ମୋଦନ କରିବା —୫. To accept.