Jump to content

ଗ୍ରାହୀ

ଉଇକିଅଭିଧାନ‌ରୁ

ଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ+କର୍ତ୍ତୃ. ଇନ)

[ସମ୍ପାଦନା]

ଗ୍ରହଣକର୍ତ୍ତା —୧. One who accepts takes, seizes or receives.

୨. ଆକର୍ଷଣକାରୀ — ୨. Attnacting; drawing; pulling.
୩. ଅକର୍ଷଣ —୩. Attracting.
୪. ମଳବଦ୍ଧକାରକ —୪. Causing constipation.
୫. ଯେ ଗିରଫ କରେ —୫. Arresting.
୬. ଅନ୍ୱେଷକ —୬. Searching.
୭. ବାଧାଦେଉଥିବା; ପ୍ରତିବନ୍ଧକ —୭. Obstructing.
୮. ବନ୍ଧନକାରୀ —୮. Binding; imprisoning.
୯. ପ୍ରଲୋଭକ —୯. Alluring; decoying.

[ଦ୍ରଷ୍ଟବ୍ୟ —ସାଧାରଣତଃ ଏ ଶବ୍ଦର ସ୍ୱତନ୍ତ୍ର ପ୍ରୟୋଗ ହୁଏ ନାହିଁ, ସମାସରେ ଅନ୍ୟ ସଙ୍ଗେ ମିଶି ବ୍ୟବହୃତ ହୋଇଥାଏ ଯଥା—ଦାନାଗ୍ରାହୀ; ହୃଦୟଗ୍ରାହୀ; ଗୁଣଗ୍ରାହୀ; ଭାବଗ୍ରାହୀ ଇତ୍ୟାଦି]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କଇଥ (ଗଛ ଓ ଫଳ) — Wood apple (tree and fruit).

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗ୍ରାହ+ଈ)

[ସମ୍ପାଦନା]

ମାଈ କିମ୍ଭୀର — A female crocodile.