Jump to content

ଗ୍ରୀବୀ

ଉଇକିଅଭିଧାନ‌ରୁ

ଗ୍ରୀବୀ

ଉଚ୍ଚାରଣ

[ସମ୍ପାଦନା]
(ଗ୍ରୀବିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗ୍ରୀବା+ଅଛି ଅର୍ଥରେ ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ଦୀର୍ଘ ଗ୍ରୀବାଯୁକ୍ତ; ଦୀର୍ଘଗ୍ରୀବ —୧. Long-necked.
୨. ଗ୍ରୀବାବିଶିଷ୍ଟ —୨. Having a neck.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଉଷ୍ଟ୍ର —Camel.