ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗ୍ରୀଷ୍ମ+ଋତୁ)
[ସମ୍ପାଦନା]
ଖରାଦିନ; ଖରାଋତୁ; ଯେଉଁ ସମୟରେ ଗରମ ବୋଧ ହୁଏ; ଯେଉଁ ଋତୁରେ ସୂର୍ଯ୍ୟଙ୍କର ପ୍ରଖର ତେଜ ଅନୁଭୂତ ହୁଏ —Summer season.
[ଦ୍ରଷ୍ଟବ୍ୟ —ବୈଶାଖ ଓ ଜ୍ୟେଷ୍ଠ ଏହି ଦୁଇ ମାସକୁ ଗ୍ରୀଷ୍ମଋତୁ କହନ୍ତି କେହି କେହି ଜ୍ୟେଷ୍ଠ ଓ ଆଷାଢ଼ ଏ ଦୁଇ ମାସକୁ ଗ୍ରୀଷ୍ମଋତୁ କହନ୍ତି]