ଗ୍ରୀଷ୍ମକଟିବନ୍ଧ
(ଭୂଗୋଳ) ବିଷୁବରେଖାର ଉଭୟ ପାର୍ଶ୍ୱରେ ୨୩ ୧\୨: ଅଂଶ ବ୍ୟାପୀ ପୃଥିବୀର ଗ୍ରୀଷ୍ମ ମଣ୍ଡଳ; କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ଭୂଭାଗ — (geography) Torrid zone of the globe.