ଗ୍ରୀଷ୍ମନିବାସ
ଗ୍ରୀଷ୍ମକାଳରେ ରାଜା ବା ରାଜପୁରୁଷମାନେ ଶୀତଳତା ଉପଭୋଗ କରିବା ପାଇଁ ସ୍ଥାୟୀ ରାଜଧାନୀ ଠାରୁ ଦୂରବର୍ତ୍ତୀ ଯେଉଁ ଉଚ୍ଚ ପାର୍ବତ୍ୟ ବା ସମୁଦ୍ର ଉପକୂଳସ୍ଥ ଶୀତଳ ପ୍ରଦେଶରେ ରହନ୍ତି — Summer residence of king and high officials.