ଗ୍ରୈବ
ଦେଖଣା
ଗ୍ରୈବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗ୍ରୀବା+ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]ଗ୍ରୀବା ସମନ୍ଧୀୟ — Appertaining to the neck.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କଣ୍ଠଭୁଷଣ; ଗଳାହାର୍ — ୧. Necklace; an ornament for the neck.
- ୨. ଗଳାବନ୍ଧନ —୨. Neck-tie.
- ୩. ହସ୍ତୀର ବେକରେ ଗୁଡ଼ିଆ ହେବା ଦଉଡ଼ା ବା ଶିକୁଳି — ୩. A chain or rope passed round the neck of an elephant.