ଗ୍ଳାନ
ଦେଖଣା
ଗ୍ଳାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗ୍ଳୈ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ମ୍ଳାନ — ୧. Debilitated; exhausted.
- ୨. ଅବସନ୍ନ; କ୍ଳାନ୍ତ — ୨. Weary; tired; fatigued; spent-up.
- ୩. ଅସୁସ୍ଥ; ପୀଡ଼ିତ; ବ୍ୟାଧିଯୁକ୍ତ —୩. Sick; ill; ailing.
- ୪. ଦୁର୍ବଳ —୪. Weak; emaciated.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]ଗ୍ଳାନି (ଦେଖ) - Gḻāni (See)