Jump to content

ଗ୍ଳାନି

ଉଇକିଅଭିଧାନ‌ରୁ

ଗ୍ଳାନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗ୍ଳୈ ଧାତୁ+ଭାବ. ତି)

[ସମ୍ପାଦନା]
୧. କ୍ଳାନ୍ତି; ଶ୍ରାନ୍ତି; ଶାରୀରିକ ଶିଥିଳତା —୧. Fatigue.
୨. ଅସ୍ୱାସ୍ଥ୍ୟ —୨. Illness; ill health.
୩. ହାନି —୩. Loss; injury.
୪. ଦୁର୍ବଳତା —୪. Debility; weakness.
୫. ନିନ୍ଦା —୫. Slander; reproach.
୬. କ୍ଷୟ —୬. Decay; decline.
୭. କଳ୍ପତ ଦୋଷାରୋପ — ୭. Imputation of an imaginary defect.
୮. ମନରେ ଜାତ ଗଭୀର ଦୁଃଖ; ଖେଦ — ୮. Grief; sorrow.
୯. ମାନସିକ ଶିଥିଳତା; ଅବସାଦ — ୯. Langour; lassitude.
୧. ସାହିତ୍ୟରେ ବିଭତ୍ସ ରସର ଏକ ସ୍ଥାୟୀଭାବ — ୧୦. A permanent accompaniment of the sentiment of disgust in literature.

[ଦ୍ରଷ୍ଟବ୍ୟ —ସାହିତ୍ୟଦର୍ପଣ ମତରେ ଏହା ବ୍ୟଭିଚାରୀ ଭାବର ଅନ୍ତର୍ଗତ ରତି, ପରଶ୍ରମ, ମନସ୍ତାପ, କ୍ଷୁଧା, ତୃଷା ଆଦିରୁ ଉତ୍ପନ୍ନ ଦୁର୍ବଳତାହିଁ ଗ୍ଳାନି ଅଟେ ଏଥିରେ ଶରୀରର କମ୍ପନ ହୁଏ ଓ କାର୍ଯ୍ୟ କରିବାକୁ ଉତ୍ସାହ ହୁଏ ନାହିଁ—ହିନ୍ଦୀ - ଶବ୍ଦସାଗର]