ଗୟ
ଦେଖଣା
ଗୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗମ୍ କିମ୍ୱା ଗୈ ଧାତୁ+କର୍ତ୍ତୃ. ଅୟ)
[ସମ୍ପାଦନା]- ୧. ଗୟାସୁର; ବିଷ୍ଣୁଙ୍କଦ୍ୱାରା ନିହତ ଅସୁରବିଶେ —୧. Name of a demon killed by Bishṇu.
- ୨. ରାମଚନ୍ଦ୍ରଙ୍କ ସେନାପତି ବାନରବିଶେଷ — ୨. Name of a monkey-general who fought in the army of Rāma.
- ୩. ଗୟା ଅଞ୍ଚଳ — ୩. The district or country round 'Gayā'.
- ୪. ଗୟା ଅଧିବାସୀ ଲୋକସକଳ — ୪. People living in Gayā.
- ୫. ମହାଭାରତ ଦ୍ରୋଣପର୍ବୋକ୍ତ ରାଜର୍ଷିବିଶେଷ — ୫. Name of a recluse king mentioned in the Mahābhārata.
ଶୁଣ ମୋ ଠାରୁ ଏବେ କଥା ଗୟଙ୍କର—କୃଷ୍ଣସିଂହ. ମହାଭାରତ. ବନ
- ୬. ଧନ; ସମ୍ପତ୍ତି —୬. Wealth; riches.
- ୭. ଘର —୭. House; residence.
- ୮. ପରିବାର —୮. Family.
- ୯. ଅପତ୍ୟ; ସନ୍ତାନ —୯. Offspring; progeny.
- ୧. ଆକାଶ; ଅନ୍ତରୀକ୍ଷ —୧୦. The sky.
୧୧: ନିଜର ବାସସ୍ଥାନ —୧୧. One's abode.
୧୨: ପ୍ରାଣ (ହିନ୍ଦୀ - ଶବ୍ଦସାଗର) —୧୨. Life.