ଗୟାଓସ୍ତ
ଦେଖଣା
ଗୟାଓସ୍ତ
ଉଚ୍ଚାରଣ
[ସମ୍ପାଦନା]- ସଂସ୍କୃତ - ପ୍ରରୋହୀ, ଗଜପାଦପ, ସ୍ଥାଳୀ— ବୃକ୍ଷ, କ୍ଷୟତରୁ, ବନସ୍ପତି, ନନ୍ଦୀ— ବୃକ୍ଷ, କୁଠେରକ, କାନ୍ତଳକ, କ୍ଷୀରୀ
- ବଙ୍ଗାଳୀ: গয়া অশয
- ହିନ୍ଦୀ: वेलिआ पिपर
ଦେଶଜ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]ଏକଜାତୀୟ ଅଶ୍ୱତ୍ଥ ବୃକ୍ଷ — A kind of Pipal tree.
[ଦ୍ରଷ୍ଟବ୍ୟ —ବୈଦଶାସ୍ତ୍ର ଅନୁସାରେ ଏହା ଉଷ୍ଣବୀର୍ଯ୍ୟ, କଟୁବିପାକ ଓ ଧାରକ; ଏହା ବିଷ, ପିତ୍ତ, କଫ ଓ ରକ୍ତଦୋଷାନାଶକ]