ଘଇତା କରିବା
ଦେଖଣା
ଘଇତା କରିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - (ଇତର)କ୍ରିୟାପଦ - (ମନ୍ଦାର୍ଥ; ସ୍ତ୍ରୀ ପ୍ରତି ବ୍ୟବହୃତ)
[ସମ୍ପାଦନା]- ୧. ପରପୁରୁଷକୁ ଉପପତିରୂପେ ଗ୍ରହଣ କରିବା — ୧. To take as paramour.
ତୁ ଫେରାଦି ହୋଇଛୁ ଯାହାକୁ, ସେ ଘଇତା କରିଛି ତାହାକୁ—ଢଗ
- ୨. ପରପୁରୁଷ ସଙ୍ଗମ କରିବା —୨. To commit adultery with a male (said of females).
- ୩. ସ୍ୱାମିରୂପେ ବରଣ କରିବା — ୩. To select as one's husband.