ଘଟକାଳି

ଉଇକିଅଭିଧାନ‌ରୁ

ଘଟକାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଘଟକପଣ; ବିବାହରେ ମଧ୍ୟସ୍ଥତା; ଭଲଲୋକି — ୧. Act of a marriage-broker.
୨. ଦୂତୀପଣ —୨. Act of a go-between or procuress.
୩. ବିବାହ ଘଟନା କରିବାରେ ଲୋଡ଼ା କୌଶଳ — ୩. Tact requisite in a marriage-broker.