ଘଟଣ

ଉଇକିଅଭିଧାନ‌ରୁ

ଘଟଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟନ)[ସମ୍ପାଦନା]

୧. ଘଟିବା — Happening; occorrence.
୨. ଗଠନ; ଗଢ଼ଣ —୨. Make; build.

ବିଶ୍ୱକର୍ମାର ଶିଳ୍ପପଣ, ଯେ ରଥ କରିଛି ଘଟଣ— ଜଗନ୍ମାଥ. ଭାଗବତ

୩. ଘଟଣା —୩. Event.

ଅଜ୍ଞାନରୂପେ ଆଣିଦେଲା, ଦଇବ ଘଟଣ ହୋଇଲା—ଜଜନ୍ନାଥ. ଭାଗବତ

୪. ସୌନ୍ଦ୍ୟର୍ଯ୍ୟ; ସୌଷ୍ଠବ —୪. Symmetry; grace.
୫. ବିଧିବିଧାନ —୫. Dispensation of Providence.

ମହାଭୟଙ୍କର ଅନଳ ଆକାର, ଘଟଣ ବିଧାତ ଙ୍କର , ସେ ଅସ୍ତ୍ରରେ— ବିଶ୍ୱନାଥ. ବିଚିତ୍ରରାମାୟଣ

ବିଶେଷଣ -[ସମ୍ପାଦନା]

ସୁନ୍ଦର —Symmetrial; of decent make of build; graceful.

ଘଟଣଦନ୍ତେ ଆହୁରି, ଘଟକର୍ଣ୍ଣ ଦୂରକରି—ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ