ଘଟସୂତ୍ର

ଉଇକିଅଭିଧାନ‌ରୁ

ଘଟସୂତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘଟ+ସୂତ୍ର)[ସମ୍ପାଦନା]

୧. ଘଟନାଚକ୍ର; ଘଟନାକ୍ରମ — ୧. Course of events.
୨. ଘଟନା ଘଟିବା — ୨. Happening of events.

ପ୍ରଜାପତି ଘଟସୁତ୍ର, ଜଣେ ଦଲାଲ୍ ଠିକଣା ଲଗାଇ ଦେଲା ଫକୀରମୋହନ—ଗଳ୍ପସ୍ୱଳ୍ପ

୩. ଚେଷ୍ଟା —୩. Endeavour; effort.