ଘଟୀ

ଉଇକିଅଭିଧାନ‌ରୁ

ଘଟୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଘଟ+ କ୍ଷୁଦ୍ରାର୍ଥେ . ଈ)[ସମ୍ପାଦନା]

୧. ଘଟାକୃତି ପିତ୍ତଳ ବା କାଂସ୍ୟ କ୍ଷୁଦ୍ର ଜଳପାତ୍ର; ଲୋଟା; ଢାଳ — ୧. A small metal metal pitcher or jug.
୨. ମାଠିଆ —୨. An earthing jug.

ଘଟୀସରିକି କରେ ନାହିଁକି ବିବେକରେ ମହାକର୍ଣ୍ଣରେ ଅବଗାହିଲୁ ରେ—କବିସୂର୍ଯ୍ୟ. କିଶୋରଚମ୍ପୁ. ଘ—ଗୀତ

୩. ଘଡ଼ି; ଛୋଟ କୁମ୍ଭ — ୩. A small earthen jugg.
୪. ପ୍ରହରକର ୧/୪: ସମୟ ବା ମୁହୁର୍ତ୍ତ — ୪. ୩/୪ of an hour; about ୪୫ minutes.
୫. ଦଣ୍ଡ —୫. About; ୨୪ minutes.
୬. ଘଣ୍ଟା —୬. An hour.
୭. (ଘଟ ଧାତୁ+ ଇନ୍; ୧ମା. ୧ବ.)କୁମ୍ଭରାଶି — ୭. The zodiacal sign Aquarius.