ଘଡ଼ଘଡ଼ାଇବା

ଉଇକିଅଭିଧାନ‌ରୁ

ଘଡ଼ଘଡ଼ାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ଧ୍ୱନ୍ୟକରଣ)[ସମ୍ପାଦନା]

୧. ଶ୍ଲେଷ୍ମାରୋଧ ଯୋଗୁଁ କଣ୍ଠ ବାଟେ ଘଡ଼ଘଡ଼ ଶବ୍ଦ କରିବା — ୧. To emit a rattling sound through the throat (due to the windpipe being choked by phlegm).
୨. ମୃତ୍ୟୁ ପୂର୍ବରୁ ଘଡ଼ଘଡ଼ ଶବ୍ଦ କରିବା — ୨. To emit the death-rattle.