Jump to content

ଘଣ

ଉଇକିଅଭିଧାନ‌ରୁ

ଘଣ

ଉଚ୍ଚାରଣ

[ସମ୍ପାଦନା]
(file)
(file)

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘନ)

[ସମ୍ପାଦନା]
୧. କଡ଼; ପାର୍ଶ୍ୱ — ୧. Side of a thing.
୨. ଡ଼େର; ଘନବସ୍ତୁର ବେଧ ପାଖ — ୨. Standing position of a cube.