ଘଣ୍ଟା

ଉଇକିଅଭିଧାନ‌ରୁ

ଘଣ୍ଟା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ହନ୍ ବା ଘଣ୍ ଧାତୁ+କର୍ମ ଟ+ସ୍ତ୍ରୀ. ଆ)[ସମ୍ପାଦନା]

୧. ପିଟାଘଣ୍ଟା; କାଂସ୍ୟନିର୍ମିତ ବାଦ୍ୟ — ୧. Sounding metal plate; gong.
୨. ଥାଳି ଆକୃତିବିଶିଷ୍ଟ କଂସାବାଦ୍ୟ —୨. Bell.
୩. ଷଣପୁଷ୍ପୀ; ଛଣପଟ —୩. Flax-hemp.
୪. ଜବାଫୁଲ ଗଛ (ଜ୍ଞାନେନ୍ଦ୍ର) — ୪. The china rose tree.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସମୟ ନିର୍ଦ୍ଦେଶକ ଆଧୁନିକ ଯନ୍ତ୍ର —୧. Clock; watch; timepiece.
୨. ୬ ମିନିଟ ସମୟ; ଅଢ଼େଇ ଦଣ୍ଡ କାଳ — ୨. Hour; sixty minutes.
୩. ମହୁର ତିଅଣ, ଘାଣ୍ଟ ତିଅଣ —୩. A hodge podge; a curry made up of several ingredients.
୪. ଘାଣ୍ଟିବା; ଆଲୋଡ଼ନ —୪. Strring up; agitation.

ଦେଶଜ - ବିଶେଷଣ -[ସମ୍ପାଦନା]

ଆଲୋଡ଼ିନ —Stirred up.