ଘଣ୍ଟାକର୍ଣ୍ଣ

ଉଇକିଅଭିଧାନ‌ରୁ

ଘଣ୍ଟାକର୍ଣ୍ଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଘଣ୍ଟା+କର୍ଣ୍ଣା)[ସମ୍ପାଦନା]

୧. ଘଣ୍ଟାପାଟଳି (ଦେଖ) - ୧. Ghaṇṭāpāṭaḻi (See)
୨. ଭୈରବ ବା ଶିବଗଣବିଶେଷ — ୨. An attendant of God ṡiba.

[ଦ୍ରଷ୍ଟବ୍ୟ —ଏ କାଛୁ କୁଣ୍ଡିଆ ଆଦି ବ୍ୟାଧିନିବାରକ ଓ ଶିବ ବା ସ୍କନ୍ଦଙ୍କ ଅନୁଚର ଭାଦ୍ର କୃଷ୍ଣ ପଞ୍ଚମୀ (ରକ୍ଷା ପଞ୍ଚମୀ) ଦିନ ଗୃହରୁ ସର୍ବବ୍ୟାଧି ଓ ସର୍ବବିପଦ ନିର୍ବାରଣାର୍ଥ ଗୃହସ୍ଥ ଦାଣ୍ଡ ଓ ବାଡ଼ି କବାଟରେ ଘଣ୍ଟାକର୍ଣ୍ଣଙ୍କ ରୂପ ଲେଖିପୂଜା କରନ୍ତି ଶିବପୁରାଣରେ (ଘଣ୍ଟାକର୍ଣ୍ଣୋ— ଗଣଃ ଶ୍ରୀମାନ୍ ଶିବସ୍ୟାତୀବ ବଲ୍ଲଭଃ) ଘଣ୍ଟାକର୍ଣ୍ଣ ମହାଦେବଙ୍କର ଗଣ ବା ଅନୂଚରବିଶେଷ ବୋଲି ଲେଖା ଅଛି କୃତ୍ୟଚିନ୍ତାମଣି ଓ ଗୁଣିସର୍ବସ୍ୱାଦି ଗ୍ରନ୍ଥରେ ଚୈତ୍ର ସଂକ୍ରାନ୍ତିରେ ଶିଝୁଗଛ ମୂଳରେ ଘଣ୍ଟାତ୍ମକ ଘଣ୍ଟାକର୍ଣ୍ଣଙ୍କୁ ପୂଜା କରିବାର ଉପଦେଶ ଅଛି ଘଣ୍ଟାକର୍ଣ୍ଣର ପୂଜାମନ୍ତ୍ର "ଘଣ୍ଟାକର୍ଣ୍ଣ ମହାବୀର ସର୍ବବ୍ୟାଧି ବିନାଶନ ବିସ୍ଫୋଟକ ଭୟେ ପ୍ରାପ୍ତି ରକ୍ଷ ରକ୍ଷ ମହାବଳ"]