ଘଣ୍ଟାମାଳି

ଉଇକିଅଭିଧାନ‌ରୁ

ଘଣ୍ଟାମାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗୁଡ଼ିଏ କ୍ଷୂଦ୍ର ମାଳାକାରରେ ବନ୍ଧା ହୋଇ— ଥିବା ହସ୍ତୀ ଘୋଡ଼ା ଓ ବଳଦଙ୍କ ସାଜବିଶେଷ — An equipment for the elephant horse and bullock consisting of a string of bells.

ହାଉଦା ଆମାରି ଆନ୍ଧୁ ଶିକୁଳି ଟୋପର ପଲାଞ୍ଚିଆ ଘଣ୍ଟମାଳୀ— ବ୍ରଜନାଥ. ସମରତରଙ୍ଗ