Jump to content

ଘଣ୍ଟାରବ

ଉଇକିଅଭିଧାନ‌ରୁ

ଘଣ୍ଟାରବ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଘଣ୍ଟାର ଧ୍ୱନି —୧. The sound of a bell.
୨. ରାଗବିଶେଷ — ୨. Name of a musical tune (M.W.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଳିଆ ଛାନ୍ଦର ରାଗବିଶେଷ — Name of a musical air in Oriya poetry.

(ରାଗ ତଳେ ନୋଟ ଦେଖ) (See notes under Rāga).