ଘଣ୍ଟୁପାଟୁଆ

ଉଇକିଅଭିଧାନ‌ରୁ

ଘଣ୍ଟୁପାଟୁଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଓଡ଼ିଶାର ଝଙ୍କଡ଼ ସାରଳା ଓ କାକଟପୁର ମଙ୍ଗଳା ଆଦି ଠାକୁରାଣୀଙ୍କର ନୃତ୍ୟକାରୀ ସେବକ ବା ଭକ୍ତବିଶେଷ —୧. A class of dancing devotees who take a vow to dance in honour of certain goddesses.


୨. ବୈଶାଖ ମାସରେ ପଣାସଂକ୍ରାନ୍ତିରେ ଠାକୁରାଣୀଙ୍କୁ ମାନସିକ କରି ଅଣ୍ଟାରେ ଘଣ୍ଟି ଘାଗୁଡ଼ି ବାନ୍ଧି ନାଚିବା ବ୍ୟକ୍ତି (ଛୋଟ ଜାତି) —୨. Low caste people who dance by wearing thinking bells round the waist during the B&aline;i̱ṡākha Ṡaṁkrānti day to fulfil religious vows made to certain Goddesses.
୩. ଝଙ୍କଡ଼ର ସାରଳା ଓ କାକଟପୁର ମଙ୍ଗଳାଆଦି ଠାକୁରାଣୀଙ୍କ ଘଟ (ଯାହାକୁ ମୁଣ୍ଡରେ ବସାଇ ଠାକୁରାଣୀଙ୍କ ସେବକ— ମାନେ ଗ୍ରାମେ ଗ୍ରାମେ ବୁଲି ନାଚନ୍ତି) — ୩. The water-jar representing the Godess Ṡāraḻā (of Jhankar of Cuttack district) and Maṅgaḻā (of Kākaṭpur of Puri district) which is carried on the head by the sebakas who dance in the country.