ଘତ

ଉଇକିଅଭିଧାନ‌ରୁ

ଘତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗତି)[ସମ୍ପାଦନା]

୧. ବାଦ୍ୟ ବଜାଇ ଗୀତ ବୋଲିବା ପୂର୍ବରୁ ବାଦ୍ୟଯନ୍ତ୍ରରେ କରାଯିବା ସ୍ୱରଜ୍ଞାପକ ଶବ୍ଦ; ବାଦ୍ୟ ଯନ୍ତ୍ର ବାଦିତ ପ୍ରାଥମିକ ସ୍ୱରସଂଯୋଗର ଗତି — ୧. Introductory twanging or striking of musical instruments before actual music begins
୨. ରୀତି; ଢଙ୍ଗ; ଧରଣ — ୨. Mode; manner; fashion.


୩. ଚତୁରତା —୩. Cleverness; skill.
୪. ବାଦ୍ୟଯନ୍ତ୍ର ସ୍ୱର — ୪. The tune of a musical instrument.