Jump to content

ଘନକୁନ୍ତଳା

ଉଇକିଅଭିଧାନ‌ରୁ

ଘନକୁନ୍ତଳା

ଉଚ୍ଚାରଣ

[ସମ୍ପାଦନା]
(file)
(file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ଘନ+କୁନ୍ତଳ+ଆ)

[ସମ୍ପାଦନା]
୧. ଯେଉଁ ସ୍ତ୍ରୀର ମୁଣ୍ଡରେ ମେଘ ପରି ଗାଢ଼ କୃଷ୍ଣବର୍ଣ୍ଣ କେଶ ଅଛି —୧. (a woman) Having deep black hair on the head like the clouds.
୨. ଯାହା ମୁଣ୍ଡରେ କେଶ ଘନ ବା ନିବିଡ଼; ଯାହାର ଗହବା ବାଳ —୨. Having a dense mass of hair on the head.