ଘନପତ୍ର

ଉଇକିଅଭିଧାନ‌ରୁ

ଘନପତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ଘନ+ପତ୍ର)[ସମ୍ପାଦନା]

ପୁନର୍ନବା; ପୁରୁଣୀଶାଗ — The hogwood; a kitchen herb; Boerhavia Procumbens.

(ଘନପତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଯାହାର ପତ୍ର ମୋଟା — ୧. Thick-leaved.
୨. ଯାହାର ପତ୍ର ଗହଳିଆ —୨. Dense-leaved.