ଘନପରିମାଣ

ଉଇକିଅଭିଧାନ‌ରୁ

ଘନପରିମାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଘନ+ପରିମାଣ)[ସମ୍ପାଦନା]

୧. କୌଣସି ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ପରିମାଣ —୧. The dimensions of a thing, viz, its length, breadth and thickness.
୨. କୌଣସି ବସ୍ତୁର ଗର୍ଭର ପରିମାଣଫଳ; ଘନ ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ ଓ ବେଧର ଗୁଣଫଳ — ୨. Cubic contents; capacity of a solid body.