ଘନରସ

ଉଇକିଅଭିଧାନ‌ରୁ

ଘନରସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଘନ+ରସ)[ସମ୍ପାଦନା]

୧. (କର୍ମଧା) ବହଳିଆ ଅଠା — ୧. Gum; thick juice.

ଯେ ସର୍ଗ ଶୁତ୍ର ଘନରସ ତା ମେତ୍ରେ ପ୍ରଜାପତି ବାସ ଜଗନ୍ନାଥ. ଭାଗବତ

୨. ପ୍ରଚୁର ସନ୍ତୋଷ — ୨. Delight of satisfaction; much delight.
୩. (ବହୁବ୍ରୀହ) କର୍ପୂର —Camphor.
୪. (୬ଷ୍ଠୀ ତତ୍) ବୃଷ୍ଟି ଜଳ —୪. Rain—water.
୫. (ମ. ପ. ଲୋ; ଘନପତିତ ରସ)— ଜଳ —୫. water.
୬. ଗୁଳ୍ମବିଶେଷ (ଏହାର ଅଠା ବହଳିଆ) — ୬. The plant Morata (M.W.)
୭. ପୀଲୁପର୍ଣ୍ଣୀ ଗୁଳ୍ମ — ୭. The Pīluparṇṇī plant (M.W.)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନିବିଡ଼ ଶୃଙ୍ଗାର ରସ — ୧. The deep sentiment of love; sensual enjoyment.
୨. ବହୁ ଜଳ —୨. Much water.

(୧ ଓ ୨) ବଶ ଘନ ରସରେ ଅତି, ବୁଡ଼ାଇ କୂଳ ସଦା ଗତି ଭଞ୍ଜ, ବୈଦେହୀଶବିଳାସ

୩. ପ୍ରକୃଷ୍ଟ ବୀର ରସ — ୩. The heroic sentiment in literature.

ବର୍ଣ୍ଣନୀଳ ପବମାନ ଜାତ ମେଳ ଘନ ରସ ଉପୁଜିବ ଭଞ୍ଜ. ବୈଦେହୀଶବିଳାସ