ଘନରସ
ଦେଖଣା
ଘନରସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - (ଘନ+ରସ)
[ସମ୍ପାଦନା]- ୧. (କର୍ମଧା) ବହଳିଆ ଅଠା — ୧. Gum; thick juice.
ଯେ ସର୍ଗ ଶୁତ୍ର ଘନରସ ତା ମେତ୍ରେ ପ୍ରଜାପତି ବାସ ଜଗନ୍ନାଥ. ଭାଗବତ
- ୨. ପ୍ରଚୁର ସନ୍ତୋଷ — ୨. Delight of satisfaction; much delight.
- ୩. (ବହୁବ୍ରୀହ) କର୍ପୂର —Camphor.
- ୪. (୬ଷ୍ଠୀ ତତ୍) ବୃଷ୍ଟି ଜଳ —୪. Rain—water.
- ୫. (ମ. ପ. ଲୋ; ଘନପତିତ ରସ)— ଜଳ —୫. water.
- ୬. ଗୁଳ୍ମବିଶେଷ (ଏହାର ଅଠା ବହଳିଆ) — ୬. The plant Morata (M.W.)
- ୭. ପୀଲୁପର୍ଣ୍ଣୀ ଗୁଳ୍ମ — ୭. The Pīluparṇṇī plant (M.W.)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନିବିଡ଼ ଶୃଙ୍ଗାର ରସ — ୧. The deep sentiment of love; sensual enjoyment.
- ୨. ବହୁ ଜଳ —୨. Much water.
(୧ ଓ ୨) ବଶ ଘନ ରସରେ ଅତି, ବୁଡ଼ାଇ କୂଳ ସଦା ଗତି ଭଞ୍ଜ, ବୈଦେହୀଶବିଳାସ
- ୩. ପ୍ରକୃଷ୍ଟ ବୀର ରସ — ୩. The heroic sentiment in literature.
ବର୍ଣ୍ଣନୀଳ ପବମାନ ଜାତ ମେଳ ଘନ ରସ ଉପୁଜିବ ଭଞ୍ଜ. ବୈଦେହୀଶବିଳାସ