ଘନସାର

ଉଇକିଅଭିଧାନ‌ରୁ

ଘନସାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)

ସଂସ୍କୃତ - ବିଶେଷ୍ୟ - (ଘନ+ସାର)[ସମ୍ପାଦନା]

୧. (ବହୁବ୍ରୀହି ବା କର୍ମଧା)—କର୍ପୂର — ୧. camphor.
୨. (ବହୁବ୍ରୀହ) ଚନ୍ଦନ —୨. Sandal.
୩. (କର୍ମଧା) ପାରଦ —୩. Mercury.
୪. (୬ଷ୍ଠୀ ତତ୍) ଜଳ —୪. Water.
୫. (କର୍ମଧା) ଗାଢ଼ କୃଷ୍ଣବର୍ଣ୍ଣ ମବୀନ ମେଘ — ୫. Newly formed deep black cloud.

ଘନସାର(୧) ମୋ ହୃଦରୁ ଘନସାର (୫) କେଶୀ ଝାଡ଼ିଦେଇକରି ଗାଢ଼େ ଆଲିଙ୍ଗନ କରୁ କବିସୂର୍ଯ୍ୟ. ଡ଼ୁମ୍ପା ଗୀତ