Jump to content

ଘନାଇବା

ଉଇକିଅଭିଧାନ‌ରୁ

ଘନାଇବା

ଉଚ୍ଚାରଣ

[ସମ୍ପାଦନା]
(file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ବଙ୍ଗଳାରୁ ଅନୁକୃତ) (ସଂସ୍କୃତ - ଘନୀଭୂତ; ସଂସ୍କୃତ - ଘନାୟ ନାମ ଧାତୁ)

[ସମ୍ପାଦନା]
୧. ଘନ ହେବା; ଗାଢ଼ ହେବା; ଘନୀ— ଭୂତ ହେବା —୧. To become dense; to become densified; to deepen.
୩. ଗାଢ଼ କରିବା; ଧନୀଭୂତ କରିବା — ୩. To solidify; to thicken.